ଲଣ୍ଡା କରିଦେଲେ ହନୁମାନ ପାହାଡ଼ : ତିନି ଦିନ ହେଲା ଜଳୁଛି ଡମପଡ଼ା

କଟା ଗଛ ଲୁଚାଇବାକୁ ଜଙ୍ଗଲ ପୋଡ଼ିଦେଲେ ଚନ୍ଦ୍ରଶେଖରପୁର: ପାହାଡ଼କୁ ଅକ୍ତିଆର କରିବେ। ସେଠାରେ ଗଛ କାଟି କଂକ୍ରିଟ୍‌ କୋଠା ଛିଡ଼ା କରିବେ। ତେଣୁ ବେଧଡ଼କ ଭାବେ ଚାଲିଛି ଗଛକଟା। ଆଉ ତାହାକୁ ଲୁଚାଇବାକୁ ବନାଗ୍ନି ‌ରୂପ ଦିଆଯାଉଛି। ନିଆଁ ଏଭଳି ସମୟରେ ଲଗା ଯାଉଛି ଯେ କେହି ସ୍ବର ଉଠାଇବେନି କି ପ୍ରତିବାଦ କରିବେନି। କିଏ ନିଆଁ ଲଗାଇଲା ତାହା ବି ଜଣାପଡ଼ିବ ନାହିଁ। ଏଭଳି ଢଙ୍ଗରେ ସବୁଜିମାମୟ ହନୁମାନ … Continue reading ଲଣ୍ଡା କରିଦେଲେ ହନୁମାନ ପାହାଡ଼ : ତିନି ଦିନ ହେଲା ଜଳୁଛି ଡମପଡ଼ା